ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର, ବ୍ୟାପକ ଅଞ୍ଚଳ ଏବେବି ଜଳମଗ୍ନ
24/08/2022 at 8:23 AM

ଭୁବନେଶ୍ୱର ୨୪/୦୮: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି । ଉବୁଟୁବୁ ବାଲେଶ୍ୱର । ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ୪ଟି ବ୍ଳକ୍ ସହିତ ବାଲେଶ୍ବର ସଦର ଓ ରେମୁଣା ବ୍ଳକର ବିଭିନ୍ନ ଗାଁ ଏବେବି ପାଣି ଘେରରେ ରହିଛି ।
ସେପଟେ ସୁବର୍ଣ୍ଣରେଖା ନଦୀ ଏବେ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ମିଟର ଥିବାବେଳେ ଏବେ ୮ଦଶମିକ ୭୬ ମିଟରରେ ପ୍ରଭାବିତ ହେଉଛି ବନ୍ୟାଜଳ । ଘୁର୍ଣ୍ଣିବଳୟ ପ୍ରଭାବରେ ପୁଣି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023