Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

16/04/2018 at 7:29 AM

ଜଳେଶ୍ୱର ବ୍ଲକ ମାକିଡିଆ ଜଗନ୍ନାଥ ମନ୍ଦିର ପାଖ ସୁବର୍ଣ୍ଣରେଖା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀରେ ଏକ ମୃତ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ
ରାଇବଣିଆ ଥାନା ଅଧିକାରୀ ଶବ ଜବତ କରି ଚିହ୍ନଟ କରିଛନ୍ତି
ମୃତକ କାଳିଆ ମିଶ୍ର
ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ

Leave a Reply

   Related Posts