ଭୁବନେଶ୍ବର ୨୯।୮: ରାଜଧାନୀରେ ଓଲଟିଲା ସ୍କୁଲ ଅଟୋ । ଭୁବନେଶ୍ବର ଟଙ୍କପାଣି ରୋଡ୍ ରେ ସ୍କୁଲ୍ ଅଟୋ ଓଲଟିପଡିଛି । ଦୁର୍ଘଟଣାରେ ୫ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଗୁରୁତର ଛାତ୍ରଛାତ୍ରୀ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବୋଲି ଜଣାପଡିଛି । ତେବେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଛି ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...