ଟ୍ରକ ଧକ୍କାରେ ୫ ବରଯାତ୍ରୀ ମୃତ, ବାହା ନହୋଇ ଫେରିଗଲା ବର

କେନ୍ଦୁଝର ୨୮।୦୯ : କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଷଠିଘରସାହୀ ନିକଟରେ ଦୁର୍ଘଟଣା ହୋଇଛି। ଖବର ଅନୁଯାୟୀ, ରାତି ସାଢେ ଗୋଟାଏରେ … Continue reading ଟ୍ରକ ଧକ୍କାରେ ୫ ବରଯାତ୍ରୀ ମୃତ, ବାହା ନହୋଇ ଫେରିଗଲା ବର