ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଶପଥ ନେଲେ ୫ ବିଚାରପତି, ସୁପ୍ରିମକୋର୍ଟରେ ନ୍ୟାୟଧୀଶଙ୍କ ସଂଖ୍ୟା ୩୨କୁ ବୃଦ୍ଧି

6/02/2023 at 12:37 PM

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟର ୫ ବିଚାରପତି । ସିଜେଆଇ ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଜଜ୍‌ଙ୍କୁ ଶପଥ ପାଠ କରାଇଛନ୍ତି । ସର୍ବୋଚ୍ଚ ଅଦାଲତରେ ଏବେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏବେ କେବଳ ଦୁଇ ପଦବୀ ଖାଲି ରହିଛି ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼, ସର୍ବୋଚ୍ଚ ଅଦାଲତର ନ୍ୟାୟଧୀଶ ଭାବେ ଜଷ୍ଟିସ୍ ପଙ୍କଜ ମିତଲ, ଜଷ୍ଟିସ୍ ସଞ୍ଜୟ କରୋଲ୍, ଜଷ୍ଟିସ୍ ସଞ୍ଜୟ କୁମାର, ଜଷ୍ଟିସ୍ ଅହସାନୁଦିନ୍ ଅମାନୁଲ୍ଲାହ ଏବଂ ଜଷ୍ଟିସ୍ ମ ମନୋଜ ମିଶ୍ରାଙ୍କୁ ଶପଥ ପାଠ କରାଇଛନ୍ତି । ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ ନିଯୁକ୍ତି ଦିଆଯାଇଛି । ସୁପ୍ରିମକୋର୍ଟରେ ମୋଟ୍ ୩୪ ବିଚାରପତି ପଦବୀ ରହିଥିବା ବେଳେ ବର୍ତ୍ତମାନ ନୂଆ ୫ଜଣଙ୍କୁ ମିଶାଇ ଜର୍ଜ ସଂଖ୍ୟା ୩୨ରେ ପହଞ୍ଚିଛି । ଏବେ ମାତ୍ର ୨ଟି ପଦବୀ ଖାଲି ରହଛି ।

   Related Posts