Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଗା ମିଶନରେ ସ୍ଥାନ ପାଇଲା ଓଡିଶାର ୫ଟି ମୁନିସିପାଲ୍ କର୍ପୋରେସନ, ୭୦୭ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ

10/11/2022 at 5:13 PM

ଜଟଣୀ, ୧୦।୧୧: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାରେ ଥିବା ପାଞ୍ଚଟି ମୁନିସିପାଲ କର୍ପୋରେସନ ଜାଗା ମିଶନରେ ଆଜିଠୁ ସ୍ଥାନ ପାଇଛି l ଏଇ ନେଇ ସମସ୍ତ କର୍ପୋରେସନକୁ LRC ଅନୁମତି ଦେବାଲାଗି ଡ୍ରେନ୍‌ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ l ରାଜ୍ୟର ସମସ୍ତ ମୁନିସିପାଲିଟି ଓ ଏନ.ଏ.ସି.ରେ ଥିବା ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରାଯାଇଛି l

ଜଟଣୀ ମୁନିସିପାଲିଟିରେ ଥିବା ୧୩ଟି ବିଜୁ ଆଦର୍ଶ କଲୋନୀକୁ କିଭଳି ଭାବେ LRC ଦିଆଯାଇ, ରାସ୍ତା, ପିଇବାପାଣି, ନାଳ, ଲାଇଟ୍ ଓ ଅନନ୍ୟା ସୁବିଧା ଯୋଗାଇ ଦିଆଯିବ ସେନେଇ ଜଟଣୀ ମୁନିସିପାଲିଟି ତରଫରୁ ଟାଉନ ହଲ ଠାରେ କାର୍ଯ୍ୟକ୍ରମ କରାଯାଇଥିଲା l ଜଟଣୀ ପୌରାଧ୍ୟାକ୍ଷ ଅନନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ବିଭିନ୍ନ ୱାର୍ଡର କାଉନସିଲର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଏହି

ଜଟଣୀ ମୁନିସିପାଲିଟିରେ ଥିବା ୧୩ଟି ବିଜୁ ଆଦର୍ଶ କଲୋନୀକୁ କିଭଳି ଭାବେ LRC ଦିଆଯାଇ, ରାସ୍ତା, ପିଇବାପାଣି, ନାଳ, ଲାଇଟ୍ ଓ ଅନନ୍ୟା ସୁବିଧା ଯୋଗାଇ ଦିଆଯିବ ସେନେଇ ଜଟଣୀ ମୁନିସିପାଲିଟି ତରଫରୁ ଟାଉନ ହଲ ଠାରେ କାର୍ଯ୍ୟକ୍ରମ କରାଯାଇଥିଲା l ଜଟଣୀ ପୌରାଧ୍ୟାକ୍ଷ ଅନନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ବିଭିନ୍ନ ୱାର୍ଡର କାଉନସିଲର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ସ୍ଥାନୀୟ ଜନସାଧାରଣଙ୍କୁ ଏନେଇ ଅବଗତ କରାଯାଇଛି l

   Related Posts