AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବନ୍ଧୁକ ଦେଖାଇ ଲୁଟ୍‌, ନେଇଗଲେ ୫ଲକ୍ଷରୁ ଅଧିକ ଟଙ୍କା

23/01/2023 at 12:23 PM

ସୋର ୨୩।୦୧ :  ବନ୍ଧୁକ ଦେଖାଇ ଲୁଟ୍‌ । ସୋର ଅନନ୍ତପୁର ଫାଣ୍ଡିଗୁଡ୍ ଅନ୍ତର୍ଗତ ବଡେଇବାଙ୍କ ଛକରେ ଲୁଟ୍‌ ହୋଇଛି । ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା ବେଳେ ଚିତଳ ଗାଁର ମନୋରଞ୍ଜନ ବାରିକ ଟଙ୍କା ଲୁଟ୍ ହୋଇଛି l ଦୁଇଟି ବାଇକ ଅlପାଚି ଓ ଗୋଟିଏ ପଲସର୍‌ ଆସିଥିଲେ ୫ଜଣ ଲୁଟେରା l ଗୋଇଠା ମାରି ବନ୍ଧୁକ ଦେଖlଇ ମନୋରଞ୍ଜନ ଠାରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମୋଟ ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।

   Related Posts