ବନ୍ଧୁକ ଦେଖାଇ ଲୁଟ୍, ନେଇଗଲେ ୫ଲକ୍ଷରୁ ଅଧିକ ଟଙ୍କା
23/01/2023 at 12:23 PM

ସୋର ୨୩।୦୧ : ବନ୍ଧୁକ ଦେଖାଇ ଲୁଟ୍ । ସୋର ଅନନ୍ତପୁର ଫାଣ୍ଡିଗୁଡ୍ ଅନ୍ତର୍ଗତ ବଡେଇବାଙ୍କ ଛକରେ ଲୁଟ୍ ହୋଇଛି । ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା ବେଳେ ଚିତଳ ଗାଁର ମନୋରଞ୍ଜନ ବାରିକ ଟଙ୍କା ଲୁଟ୍ ହୋଇଛି l ଦୁଇଟି ବାଇକ ଅlପାଚି ଓ ଗୋଟିଏ ପଲସର୍ ଆସିଥିଲେ ୫ଜଣ ଲୁଟେରା l ଗୋଇଠା ମାରି ବନ୍ଧୁକ ଦେଖlଇ ମନୋରଞ୍ଜନ ଠାରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମୋଟ ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023