Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫ଜଣ ଆହତ

13/06/2019 at 8:20 AM

ବଲାଙ୍ଗିର ୧୩|୬: ବଲାଙ୍ଗିରରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ଆହତକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ । ପୁଇଁତଳା ଥାନା ରଣ୍ଡା ଛକ ନିକଟରେ ଦୁର୍ଘଟଣା ହୋଇଛି । ସାମ୍ନା ପଟୁ ଆସୁଥିବା ଟ୍ରକର ବେପରୁଆ ଡ୍ରାଇଭିଂ ଯୋଗୁଁ କିଙ୍ଗଫିସର ଯାତ୍ରୀବାହୀ ବସ୍ ଓଲଟିଥିବା କୁହାଯାଉଛି ।

   Related Posts