ରେଳ ଷ୍ଟେସନରୁ ୫ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ, ତଦନ୍ତ କରୁଛି ଆରପିଏଫ୍‌

Published By : Prameya-News7 Bureau | October 02, 2022 IST

ଭୁବନେଶ୍ୱର ୦୨।୧୦ :  ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅପରାଧ ସଂପର୍କରେ ଆରପିଏଫ୍ ସେମାନଙ୍କୁ ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.