ନିଆଁରେ ଜଳିଗଲା ୫ ବସ୍, ପାର୍କିଂରେ ଛିଡ଼ା ହୋଇଥିବାବେଳେ ଘଟିଲା ଅଘଟଣ

Published By : Prameya-News7 Bureau | November 12, 2023 IST

ଭୁବନେଶ୍ବର: ନିଆଁ ଲାଗି ପୋଡ଼ିଗଲା ୫ ବସ୍‌। ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ଗୋଟିଏ ଗ୍ୟାରେଜରେ ଥିବା ୫ଟି ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି।

ନିଆଁ ଲାଗିବା ଖବର ପାଇଁ ତମାଣ୍ଡୋ ପୋଲିସ୍ ପହଞ୍ଚିଥିଲା। ସେପଟେ ୪ ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେ​‌ବେ​‌ ନିଆଁ କେମିତି ଲାଗିଲା ? ଏହାର କାରଣ ଜଣାପଡ଼ିନାହିଁ।

ସେପଟେ ପ୍ରତ୍ୟେକ୍ଷ ଲୋକଙ୍କ କହିବା କଥା ଏହି ଗ୍ୟାରେଜରେ ଓଲ୍ଡିଙ୍ଗ କାମ ଚାଲୁଥିବାରୁ କୌଣସି କାରଣରୁ ନିଆଁ ଲାଗି ଥାଇପାରେ ।

You Can Also Read: ପୂର୍ବଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୧୩ ଜଣ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.