କଟକ ୧୦/୦୧: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବା ବିଏସକେୱାଇ କାର୍ଡରେ ଠକେଇ ଅଭିଯୋଗରେ ବୟାଳିଶ ମୌଜା ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବିଏସକେୱାଇ କାର୍ଡ ରଖିଥିବା କିଛି ଗରିବ ଲୋକଙ୍କ ନାମରେ ମିଛରେ ଅସ୍ତ୍ରୋପଚାର କରାଯାଇଥିବା କହି ଟଙ୍କା ଠକେଇ କରିଥିଲେ। କଟକର ବିଭିନ୍ନ ଘରୋଇ ନର୍ସିଂ ହୋମ ଏଥିରେ ସମ୍ପୃକ୍ତ ଥିବାରୁ ଏନେଇ ଏକ ରାକେଟ କାମ କରୁଥିବା ଜଣା ପଡ଼ିଛି। ତେବେ ଏହି ଠକେଇରେ ସମ୍ପୃକ୍ତ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତମାନେ ଖୁବଶୀଘ୍ର ଧରା ହେବେ ବୋଲି ଡିସିପି କହିଛନ୍ତି।
wp:embed {"url":"https://youtu.be/XmzJfoxfhsM","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"} /wp:embedଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...