ପୋଲିସକୁ ଟେକା ପଥରମାଡ଼ ଅଭିଯୋଗ; ୫ ଅଭିଯୁକ୍ତ ଗିରଫ
25/01/2023 at 11:34 PM

ବ୍ରହ୍ମପୁର ୨୫/୦୧: ପୋଲିସକୁ ଆକ୍ରମଣ ଘଟଣାରେ ୫ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତମାନେ ନିମଖଣ୍ଡିରେ ରାଧାକୃଷ୍ଣ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ କଳାକାରଙ୍କୁ ଖରାପ ବ୍ୟବହାର ଓ ପୋଲିସକୁ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ତପନ କୁମାର ମିଶ୍ରଙ୍କ ସହିତ ଅନ୍ୟ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବାଉଁଶ ବାଡ଼ି, ଟେକା ପଥର ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023