oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବା ପଦକ୍ଷେପକୁ ବିରୋଧ, ରାସ୍ତା ଅବରୋଧ କଲେ ମତ୍ସ୍ୟଜୀବୀ

17/02/2021 at 1:55 PM

ବ୍ରହ୍ମପୁର ୧୭।୨: ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ବିରୋଧ ।  ପ୍ରତିବାଦରେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଟାୟାରରେ ନିଆଁ ଲଗାଇ ରାସ୍ତା ଅବରୋଧ କଲେ ମତ୍ସ୍ୟଜୀବୀ । ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ  ମତ୍ସ୍ୟଜୀବୀଙ୍କ ତରଫରୁ ପ୍ରତିବାଦ କରାଯାଇଛି ।

ଗୋପାଳପୁର ସମୁଦ୍ର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ବିଚ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ବିରୋଧୀ କରିଛନ୍ତି ସ୍ଥାନୀୟ ମତ୍ସଜୀବୀ । ବ୍ଲୁ-ଫ୍ଲାଗ ବିଚ୍ କାମ ଆରମ୍ଭ ହେବା ପୂର୍ବରୁ ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋପାଳପୁର ମତ୍ସଜୀବୀ ।

ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ମତ୍ସଜୀବୀମାନେ ବ୍ରହ୍ମପୁର-ଗୋପାଳପୁର ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଗୋପାଳପୁର ବିଚ୍ ବ୍ଲୁ-ଫ୍ଲାଗ୍ ହେଲେ ମତ୍ସଜୀବୀଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ।

   Related Posts