oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ରାସ୍ତାରେ ପହଁରିଲେ ମାଛ…

8/01/2020 at 7:25 PM

ରାଉରକେଲା ୦୮।୦୧: ବୁଧବାର ଦିନ ଦେଶ ବ୍ୟାପୀ ବନ୍ଦ ପାଳନ ଚାଲିଥିବା  ବେଳେ ରାଉରକେଲାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ବୀର ବିର୍ସା ମୁଣ୍ଡା ଛକରେ ଏକ ମାଛ ବୋଝେଇ ପିକଅପ ଭ୍ୟାନକୁ ଆନ୍ଦୋଳନକାରୀ ଅଟକାଇବୁ ଚେଷ୍ଟା କରୁଥିଲେ ।  ଚାଳକ ଏତେ ଭୟଭୀତ ହୋଇଯାଇଥିଲେ ଯେ, ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଆଉ ମାଛ ସବୁ ପଡ଼ିଥିଲା ରାସ୍ତାରେ ।

ପୋଲିସ କ୍ରେନ ସାହାଯ୍ୟରେ ପିକଅପ ଭ୍ୟାନକୁ ଉଠାଇ ରାସ୍ତାରେ ପଡିଥିବା ମାଛକୁ ଗାଡ଼ିରେ ଲୋଡ୍ କରି ପିକଅପ ଭ୍ୟାନକୁ ଛାଢ଼ିଦେଇଥିଲା  ।

   Related Posts