ରାସ୍ତାରେ ପହଁରିଲେ ମାଛ...

Published By : Prameya-News7 Bureau | January 08, 2020 IST

ରାଉରକେଲା ୦୮।୦୧: ବୁଧବାର ଦିନ ଦେଶ ବ୍ୟାପୀ ବନ୍ଦ ପାଳନ ଚାଲିଥିବା  ବେଳେ ରାଉରକେଲାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ବୀର ବିର୍ସା ମୁଣ୍ଡା ଛକରେ ଏକ ମାଛ ବୋଝେଇ ପିକଅପ ଭ୍ୟାନକୁ ଆନ୍ଦୋଳନକାରୀ ଅଟକାଇବୁ ଚେଷ୍ଟା କରୁଥିଲେ ।  ଚାଳକ ଏତେ ଭୟଭୀତ ହୋଇଯାଇଥିଲେ ଯେ, ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଆଉ ମାଛ ସବୁ ପଡ଼ିଥିଲା ରାସ୍ତାରେ ।

{"id":208707,"sizeSlug":"large"}

ପୋଲିସ କ୍ରେନ ସାହାଯ୍ୟରେ ପିକଅପ ଭ୍ୟାନକୁ ଉଠାଇ ରାସ୍ତାରେ ପଡିଥିବା ମାଛକୁ ଗାଡ଼ିରେ ଲୋଡ୍ କରି ପିକଅପ ଭ୍ୟାନକୁ ଛାଢ଼ିଦେଇଥିଲା  ।

{"id":208708,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.