ପ୍ରଥମ ଭ୍ରାମ୍ୟମାଣ ମୋବାଇଲ ବିଉଟି ସାଲୁନ ଓ କେଫ୍ ଉଦଘାଟିତ

Published By : Prameya-News7 Bureau | December 01, 2019 IST

ଭୁବନେଶ୍ବର ୧/୧୨: ଓଡିଶାର ପ୍ରଥମ ଭ୍ରାମ୍ୟମାଣ ସାଲୁନ କେଫ୍ ଓ ମୋ ବିୟୁଟି ପଟିଆ ଇନଫୋସିଟି ଛକଠାରେ ଓଡିଆ ଅଭିନେତ୍ରୀ ଭୂମିକା ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ସଂସ୍ଥା ତରଫରୁ ଅତ୍ୟାଧୁନିକ ବିୟୁଟି କେୟାରର ବ୍ୟବସ୍ଥା ଉପଲବ୍ଧ ହେଉଥିବା ଦୁଇଟି ଭ୍ୟାନ ମାଧ୍ୟମରେ ସାଲୁନ  ଏବଂ କେଫର ବ୍ୟବସ୍ଥା ହୋଇଛି ।

{"id":192525,"sizeSlug":"large"}

ଯାହାକି ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ବିୟୁଟି କେୟାର ଯୋଗାଇଦେଇ ପାରିବେ । ମାତ୍ର ତିନି ହଜାର ଟଙ୍କାରୁ ସାତ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାହକମାନେ ନିଜ ଘରେ ଏପରି ସୁବିଧା ପାଇପାରିବେ ।

{"id":192526,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.