ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପ୍ରଥମ ଭ୍ରାମ୍ୟମାଣ ମୋବାଇଲ ବିଉଟି ସାଲୁନ ଓ କେଫ୍ ଉଦଘାଟିତ

1/12/2019 at 3:10 PM

ଭୁବନେଶ୍ବର ୧/୧୨: ଓଡିଶାର ପ୍ରଥମ ଭ୍ରାମ୍ୟମାଣ ସାଲୁନ କେଫ୍ ଓ ମୋ ବିୟୁଟି ପଟିଆ ଇନଫୋସିଟି ଛକଠାରେ ଓଡିଆ ଅଭିନେତ୍ରୀ ଭୂମିକା ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ସଂସ୍ଥା ତରଫରୁ ଅତ୍ୟାଧୁନିକ ବିୟୁଟି କେୟାରର ବ୍ୟବସ୍ଥା ଉପଲବ୍ଧ ହେଉଥିବା ଦୁଇଟି ଭ୍ୟାନ ମାଧ୍ୟମରେ ସାଲୁନ  ଏବଂ କେଫର ବ୍ୟବସ୍ଥା ହୋଇଛି ।

ଯାହାକି ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ବିୟୁଟି କେୟାର ଯୋଗାଇଦେଇ ପାରିବେ । ମାତ୍ର ତିନି ହଜାର ଟଙ୍କାରୁ ସାତ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାହକମାନେ ନିଜ ଘରେ ଏପରି ସୁବିଧା ପାଇପାରିବେ ।

   Related Posts