ଘର ଆଗରେ ନାବାଳିକାଙ୍କୁ ଦୃବୁର୍ତ୍ତ କଲେ ଗୁଳିମାଡ଼,କାରଣ ଅସ୍ଫଷ୍ଟ
22/03/2019 at 9:03 PM

ଜୟପୁର ୨୨/୩-ହୋଲିରେ ଅଘଟଣ । ନାବାଳିକାଙ୍କ ଉପରକୁ ଗୁଳିମାଡ଼ । ନାବଳିକାଙ୍କ ଘର ଆଗରେ ଦୁବୃର୍ତ୍ତ କରିଛନ୍ତି ଗୁଳିମାଡ଼ । ନାବାଳିକାଙ୍କ ଛାତିରେ ଗୁଳିପଶି ଗୁରୁତର । ନାବାଳିକାଙ୍କୁ କୋରାପୁଟ ଡ଼ାକ୍ତରଖାନା କରାଯାଇଛି ସ୍ଥାନାନ୍ତରିତ ।ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ ।
ନାବାଳିକାଙ୍କ ନାଁ କେ. ନକ୍ଷତ୍ରା ବୋଲି ଜଣାଯାଇଛି । ଘଟଣା ଘଟିଛି ଜୟପୁର ସମ୍ଭାରତୋଟା ସାହିରେ । ଏହି ଘଟଣାର ଛାନଭିନ କରୁଛି ପୋଲିସ ।