previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଘର ଆଗରେ ନାବାଳିକାଙ୍କୁ ଦୃବୁର୍ତ୍ତ କଲେ ଗୁଳିମାଡ଼,କାରଣ ଅସ୍ଫଷ୍ଟ

22/03/2019 at 9:03 PM

ଜୟପୁର ୨୨/୩-ହୋଲିରେ ଅଘଟଣ । ନାବାଳିକାଙ୍କ ଉପରକୁ ଗୁଳିମାଡ଼ । ନାବଳିକାଙ୍କ ଘର ଆଗରେ ଦୁବୃର୍ତ୍ତ କରିଛନ୍ତି ଗୁଳିମାଡ଼ । ନାବାଳିକାଙ୍କ ଛାତିରେ ଗୁଳିପଶି ଗୁରୁତର । ନାବାଳିକାଙ୍କୁ କୋରାପୁଟ ଡ଼ାକ୍ତରଖାନା କରାଯାଇଛି ସ୍ଥାନାନ୍ତରିତ ।ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ ।

ନାବାଳିକାଙ୍କ ନାଁ କେ. ନକ୍ଷତ୍ରା ବୋଲି ଜଣାଯାଇଛି । ଘଟଣା ଘଟିଛି ଜୟପୁର ସମ୍ଭାରତୋଟା ସାହିରେ । ଏହି ଘଟଣାର ଛାନଭିନ କରୁଛି ପୋଲିସ ।

   Related Posts