suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ରାଜଧାନୀରେ ଫୁଟିଲା ଗୁଳି : ଜଣେ ଆହତ

22/01/2019 at 8:53 AM

ଭୁବନେଶ୍ବର ୨୨/୧: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୋମିଖାଲରେ ଗତକାଲି ମଧ୍ୟରାତ୍ରିରେ ଗୁଳିମାଡ ହୋଇଛି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଏହି ଯୁବକଙ୍କ ନାଁ ରଞ୍ଜନ ମଲ୍ଲିକ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।ସେ  ଏକ ବାର୍‌ରୁ ଫେରୁଥିବା ସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଛନ୍ତି। ନିଜକୁ ବଞ୍ଚାଇବାକୁ ଯାଇ ବ୍ଲାଙ୍କ୍ ଫାୟାରିଂ କରିଥିଲେ ରଞ୍ଜନ। ପରେ ଖଣ୍ଡା ଓ ଛୁରୀରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

   Related Posts