ରାଜଧାନୀରେ ଫୁଟିଲା ଗୁଳି : ଜଣେ ଆହତ
22/01/2019 at 8:53 AM

ଭୁବନେଶ୍ବର ୨୨/୧: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୋମିଖାଲରେ ଗତକାଲି ମଧ୍ୟରାତ୍ରିରେ ଗୁଳିମାଡ ହୋଇଛି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଏହି ଯୁବକଙ୍କ ନାଁ ରଞ୍ଜନ ମଲ୍ଲିକ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।ସେ ଏକ ବାର୍ରୁ ଫେରୁଥିବା ସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଛନ୍ତି। ନିଜକୁ ବଞ୍ଚାଇବାକୁ ଯାଇ ବ୍ଲାଙ୍କ୍ ଫାୟାରିଂ କରିଥିଲେ ରଞ୍ଜନ। ପରେ ଖଣ୍ଡା ଓ ଛୁରୀରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023