ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳିକାଣ୍ଡ, ଯୁବକଙ୍କ ପେଟରେ ବାଜିଛି ଗୁଳି

Published By : Prameya-News7 Bureau | April 10, 2024 IST

ଆଠଗଡ ୧୦।୪: ଆଠଗଡ଼ରେ ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି । ଏଭଳି ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁର ଗୁରୁତର ଆହତ ହେଲେ ବିଶ୍ଵଜିତ ପଲେଇ। ବିଶ୍ୱଜିତଙ୍କ ପେଟରେ ଗୁଳି ବାଜିଛି । ସେଇ ଗାଁର ଦିଲୁ ପଲେଇ ସମେତ ୪ରୁ ଉର୍ଦ୍ଧ୍ବ ଯୁବକ ଏକ କାର୍‌ରେ ଆସି ମହିଧରପୁର ଗାଁରେ ଗୁଳିଚାଳନା କରିଥିଲେ । ବିଶ୍ୱଜିତଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲକୁ ଅଣା ଯାଇଥିଲା ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

You Can Read :

ରାଉରକେଲାରେ ପହଞ୍ଚିଲେ ଦିଲୀପ ରାୟ, କହିଲେ- ଦଳ ପ୍ରାର୍ଥୀ କଲେ ଲଢ଼ିବାରେ କୌଣସି ଆପତ୍ତି ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.