ତୃତୀୟ ଦିନରେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ
26/09/2018 at 1:43 PM

ଭୁବନଶ୍ବର ୨୬|୯: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଲାଣି । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ । କେଉଁଠି ନିଆଁ ଲାଗିଲେ ପହଞ୍ଚୁ ନାହାନ୍ତି କି କେହି ବୁଡିଗଲେ ଉଦ୍ଧାର କରିବାକୁ ଆସୁନାହାନ୍ତି । ସେପଟେ ବେଫିକର ହୋଇ ବସିଛନ୍ତି ସରକାର । ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ଜରୁରୀକାଳୀନ ସେବା ଠପ୍ ହୋଇଯିବାରୁ ଜନସାଧାରଣଙ୍କ ଧନ ଜୀବନ ଏକପ୍ରକାର ବିପନ୍ନ । ତେବେ ସେମାନଙ୍କର ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଅଗ୍ନିଶମ କର୍ମଚାରୀ ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023