ନିଆଁ ଲାଗି ୬ ବର୍ଷର ଶିଶୁ କନ୍ୟା ଜୀବନ୍ତ ଦଗ୍ଧ
20/08/2018 at 6:36 AM

ଜୟପୁର ୨୦/୮ : ଜୟପୁର ବୋରିଗୁମ୍ମା ବ୍ଲକ ତାରଗାଁରେ ଅଘଟଣ ଘଟିଛି | ନିଆଁ ଲାଗି ୬ ବର୍ଷର ଶିଶୁ କନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି | ଏହା ସହ ନିଆଁରେ ପୋଡି ମା ଓ ପୁଅ ଗୁରୁତର ହୋଇପଡିଛନ୍ତି | ମା ପୁଅଙ୍କୁ ପ୍ରଥମେ ବୋରିଗୁମ୍ମା ଓ ପରେ ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାଂତର କରାଯାଇଛି | ତେବେ ଶିଶୁ ପୁତ୍ରର ବୟସ ୬ରୁ ୭ ମାସ ହେବ | ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ଜଣାପଡିନାହିଁ |
Related Posts
ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
12 August 2022
ଲଘୁଚାପ ପରେ ଲଘୁଚାପ, ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା
12 August 2022
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022