ଧାମରା ବନ୍ଦରରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ସ୍ଲାବ ସମେତ ଅନ୍ୟାନ୍ୟ ସାମଗ୍ରୀ

Published By : Prameya-News7 Bureau | March 02, 2020 IST

ଭଦ୍ରକ ୨/୩: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଧାମରା ବନ୍ଦରରେ ଅଗ୍ନିକାଣ୍ଡ । ବନ୍ଦରର ନୂଆ ଟର୍ମିନାଲରେ ନିଆଁ ଲାଗିଯିବା ଫଳରେ ବନ୍ଦରରେ ଗଚ୍ଛିତ ଥିବା ସ୍ଲାବ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି । ମଧ୍ୟ  ରାତ୍ରୀରୁ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

{"id":231464,"sizeSlug":"large"}

ଧାମରା ପୋର୍ଟ ଅଗ୍ନିଶମ ବିଭାଗ  ଓ ଧାମରାର ୨ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିଛନ୍ତି । ଗ୍ୟାସ୍ ଲିକ୍ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

{"id":231465,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.