ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ, ଚାହୁଁ ଚାହୁଁ ଜଳିଗଲା ଲୁଗା ଦୋକାନ

Published By : Prameya-News7 Bureau | September 29, 2023 IST

କଟକ ୨୯/୦୯: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଆୟତ୍ତ ପାଇଁ ଦମକଳ ବାହିନୀ ମୁତୟନ । ଚାହୁଁ ଚାହୁଁ ଜଳିଗଲା ଲୁଗା ଦୋକାନ ।

କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ନିଆଁ ଲାଗି କଟକ ଚୌଧୁରୀ ବଜାରରେ ନିଆଁ କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ । ସକାଳୁ ଲୁଗା ଦୋକାନରେ ନିଆଁ ଲାଗିଥିବା ସୂଚନା । ତେବେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ସେପଟେ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.