ଚାନ୍ଦବାଲି କନ୍ଧାରେ ଅଗ୍ନିକାଣ୍ଡ : ପୋଡ଼ିଯାଇଛି ୫ ବଖରା ଘର
8/11/2018 at 12:36 PM

ବାଲେଶ୍ବର ୮/୧୧: ଦୀପାଳବୀରେ ଘଟିଛି ଅଘଟଣ , ଚାନ୍ଦବାଲି ଏନଏ ସି ଅନ୍ତର୍ଗତ କନ୍ଧା ଓ୍ବାଡ଼ର୍ରେ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି କୃଷ୍ଣ ନାୟକ, ମଙ୍ଗୁଳୀ ବିଶ୍ବାଳ,ବିଜୟ ବିଶ୍ବାଳଙ୍କ ୫ ବଖରା ଘରପୋଡ଼ି ଯିବା ସହ ଲକ୍ଷାଧତ୍କ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ନାହିଁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିସମ ବିଭାଗ ସଠିକ୍ ସମୟରେ ପହଞ୍ଚିଯିବାରୁ ଓ୍ବାଡ଼ରେ ଅଧତ୍କାଂଶ ଘର ଭୟାବହ ଅଗ୍ନିକାଣ୍ଡରୁ ରକ୍ଷା ପାଇ ଯାଇଥିବାବେଳେ ୩ଜଣ ବ୍ୟକ୍ତିଙ୍କର ୫ଟି ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023