ଭୁବନେଶ୍ୱର ଜନପଥ ସ୍ଥିତ ବ୍ଲାକବେରି ଶୋରୁମରେ ଅଗ୍ନିକାଣ୍ଡ
28/05/2018 at 4:01 AM

ଭୁବନେଶ୍ୱର ଜନପଥ ସ୍ଥିତ ବ୍ଲାକବେରି ଶୋରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି | ନିଆଁ ହଠାତ ଚାରିଆଡେ ବ୍ୟାପି ଯାଇଥିଲା | ଦମକଳ ବାହିନୀ ସୂଚନା ପାଇ ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିଲା | ୫ଟି ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ | ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି |
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023