AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବ୍ରହ୍ମପୁର କମାପଲ୍ଲୀ ନିକଟ ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

6/11/2018 at 10:35 AM

ଗଞ୍ଜାମ ୬|୧୧:   ବ୍ରହ୍ମପୁର  କମାପଲ୍ଲୀ ମୁଖ୍ୟ ରାସ୍ତା ନିକଟ ଏକ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳିଗଲା ପୂଜା ସାମଗ୍ରୀ ଦୋକାନ ।  ଅଗ୍ନିକାଣ୍ଡ ପ୍ରାୟ ୪ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ତିନୋଟି ଦମକଳ ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଥିଲେ ।  ନିଆଁ ଲିଭାଇବାକୁ ଲାଗିଥିଲା ପ୍ରାୟ ୪୫ମିନିଟ୍ ସମୟ ଲାଗିଥିଲା । ପୂଜା ସାମଗ୍ରୀ ଦୋକାନରେ ଅଧିକ ଘିଅ ମହଜୁଦ୍ ଥିବାରୁ ନିଆଁ ବ୍ୟାପିଯାଇଥିଲା ।

   Related Posts