ବ୍ରହ୍ମପୁର କମାପଲ୍ଲୀ ନିକଟ ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
6/11/2018 at 10:35 AM

ଗଞ୍ଜାମ ୬|୧୧: ବ୍ରହ୍ମପୁର କମାପଲ୍ଲୀ ମୁଖ୍ୟ ରାସ୍ତା ନିକଟ ଏକ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳିଗଲା ପୂଜା ସାମଗ୍ରୀ ଦୋକାନ । ଅଗ୍ନିକାଣ୍ଡ ପ୍ରାୟ ୪ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ତିନୋଟି ଦମକଳ ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଥିଲେ । ନିଆଁ ଲିଭାଇବାକୁ ଲାଗିଥିଲା ପ୍ରାୟ ୪୫ମିନିଟ୍ ସମୟ ଲାଗିଥିଲା । ପୂଜା ସାମଗ୍ରୀ ଦୋକାନରେ ଅଧିକ ଘିଅ ମହଜୁଦ୍ ଥିବାରୁ ନିଆଁ ବ୍ୟାପିଯାଇଥିଲା ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023