scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇଞ୍ଜିନ୍‌ ସଜାଡ଼ିବା ବେଳେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ମେକାନିକ୍‌

9/08/2022 at 11:05 PM

ନୀଳଗିରି ୦୯/୦୮: ହଠାତ ଓମିନି ଗାଡ଼ିରେ ଲାଗଲା ନିଆଁ। ଏଭଳି ଘଟଣା ନୀଳଗିରି ଥାନା ଆଗରେ ଥିବା ଏକ ଗ୍ୟାରେଜରେ ଘଟିଛି। ଓଆର୦୫ଏମ -୫୦୭୫ ନମ୍ବର ବିଶିଷ୍ଟ ଗାଡ଼ିକୁ ଜଣେ ମେକାନିକ୍‌ ସଜାଡ଼ୁଥିଲେ। ଏହି ସମୟରେ ଇଞ୍ଜିନ୍‌ରେ ହଠାତ ନିଆଁ ଲାଗି ଯାଇଥିଲା। ଏହା ଦେଖି ସେ ତୁରନ୍ତ ଗାଡ଼ି ବାହାରକୁ ଚାଲିଆସିଥିଲେ। ଫଳରେ ସେ ଏକ ଅଘଟଣରୁ ଅଳ୍ପକେ ରକ୍ଷାପାଇଛନ୍ତି। କିନ୍ତୁୁ ନିଆଁ ଝାସରେ ସେ ସାମାନ୍ୟ ଆହତ ହୋଇଛନ୍ତି। ନିଆଁ ଲାଗିଥିବା ଗାଡ଼ି ଉିଞ୍ଜିନରେ ପାଣି ଢାଳି ନିଆଁକୁ ଆୟତ୍ତ କରାଯାଇଛି।

   Related Posts