କାଙ୍କରା ଗାଁରେ ଅଗ୍ନିକାଣ୍ଡ: ୭ବଖରା ଘର ପୋଡି ପାଉଁଶ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | November 10, 2019 IST

ଭଣ୍ଡାରିପୋଖରୀ ୧୦।୧୧:  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଙ୍କରା ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୭ବଖରା ଘର ପୋଡି ପାଉଁଶ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତ ପୋଡି ପାଉଁଶ ହୋଇଥିବା ଅଭିଯେଗ ।

{"id":181747}

ସୂଚନାଯୋଗ୍ୟ ଯେ, ଧାମନଗର ବ୍ଲକ କାଙ୍କରା ଗାଁରେ ଅଗ୍ନିକାଣ୍ଡ ଘଟି  ୭ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୨ଟି ଗୋରୁ ଆହତ ହୋଇଛନ୍ତି। କାଙ୍କର ଗାଁର ସୁଦାମ ପାତ୍ର ଓ ନିରଞ୍ଜନ ପାଚ୍ରଙ୍କ ଘର ପୋଡି ପାଉଁଶ ହୋଇଯାଇଥିବା ସୂଚନା ।  ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି  । ନିଆଁ ଲାଗଥିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.