ଅନୁଗୁଳରେ ଘରେ ଶୋଇଥିବାବେଳେ ନିଆଁ ଲାଗି ମା ଓ ୨ ପୁଅ ଗୁରୁତର

Published By : Prameya-News7 Bureau | November 19, 2018 IST

ଅନୁଗୁଳ ୧୯/୧୧: ଅନୁଗୁଳର ବନ୍ତଳା ଥାନା ଶାବଳ ଭଙ୍ଗା ଗାଁରେ ଅଘଟଣ ଘଟିଛି। ଘରେ ଶୋଇଥିବା ବେଳେ ନିଆଁ ଲାଗି  ମା ଓ ୨ ପୁଅ ଗୁରୁତର ହୋଇଛନ୍ତି। ଶରୀରର ୯୦ଭାଗ ପୋଡି ଯାଇଥିବାର  ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.