ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଅଗ୍ନିକାଣ୍ଡ; ନିଆଁ ଲିଭାଉଛନ୍ତି ୪ ଦମକଳ ଗାଡ଼ି
8/09/2022 at 11:21 PM

ଭୁବନେଶ୍ୱର ୦୮/୦୯: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଅଗ୍ନିକାଣ୍ଡ। ଉଷା ସୋରୁମ୍ରେ ଲାଗିଲା ନିଆଁ। ନିଆଁ ଲିଭାଇବା ପାଇଁ ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023