scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଲେପି-ଧାନବାଦ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

12/11/2022 at 10:15 PM

କଳାହାଣ୍ଡି, ୧୨/୧୧: କଳାହାଣ୍ଡି ଜିଲ୍ଲା ରୂପରା ରୋଡ ଠାରେ ଆଲେପି-ଧାନବାଦ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଚଳନ୍ତା ଅବସ୍ଥାରେ ଟ୍ରେନରେ ନିଆଁ ଲାଗିଥିଲା । ପରେ କର୍ମଚାରୀମାନେ ଏହା ଜାଣିପାରି ଟ୍ରେନଟିକୁ ଅଟକାଇଥିଲେ । କର୍ମଚାରୀଙ୍କ ଉଦ୍ୟମକ୍ରମେ ନିଆଁ ଲିଭାଯାଇଥିଲା । ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିିଛି ।

   Related Posts