ଜୋତା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୨୨ଟି ଦମକଳ ଗାଡ଼ିର ନିଆଁଲିଭା ଉଦ୍ୟମ ଜାରି

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ ୨୪/୧୨: ଦେଶର ରାଜଧାନୀ ନୂଆଦିଲ୍ଲୀର ନରେଲା ସ୍ଥିତ ଔଦ୍ୟୋଗିକ କ୍ଷେତ୍ରରେ ଥିବା ଦୁଇଟି ଜୋତା କାରଖାନାରେ ଅଗ୍ନିକାଣ୍ଡ ହୋଇଛି। ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପିଯାଇଥିବାବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଦମକଳର ୨୨ଟି ଗାଡ଼ି ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।

{"id":201797,"sizeSlug":"large"}

୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। କାରଖାନାରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁ ବ୍ୟାପିଯାଇଛି।

{"id":201798,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.