ମୁମ୍ବାଇର ୱର୍ଲି ପ୍ରଭାଦେବୀ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ

Published By : Prameya-News7 Bureau | June 13, 2018 IST

ମୁମ୍ବାଇର ୱର୍ଲି ପ୍ରଭାଦେବୀ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ଦକ୍ଷିଣ ମୁମ୍ବାଇର ବ୍ୟୁମୁଣ୍ଡେ ଟାୱାରର ୩୩ ତମ ମହଲରେ ନିଆଁ ଲାଗିଛି ... ଆପାର୍ଟମେଣ୍ଟରୁ ୧୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ... ଅଗ୍ନିକାଣ୍ଡକୁ ଲେଭେଲ-୨ ଅଗ୍ନିକାଣ୍ଡ ଘୋଷଣା କରାଯାଇଛି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.