ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ମାମଲା: ଯାତ୍ରା ପାର୍ଟି ଠାରୁ ୧୫ ଲକ୍ଷ ଆଡ୍‌ଭାନ୍ସ ନେଇ ଠକିଲେ, ଉଠାଉ ନାହାନ୍ତି ଫୋନ୍‌

6/07/2022 at 4:25 PM

ବାଲେଶ୍ୱର, ୦୬/୦୭: ଅଭିନେତା ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛନ୍ତି ଜଣେ ନିର୍ଦ୍ଧିଷ୍ଟ ଯାତ୍ରା ପାର୍ଟିର ସିଇଓ । ଦୈତାରୀ ଅଭିନୟ କରିବା ପାଇଁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିବା ବେଳେ ଏବେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଛି । ରାଜଧାନୀ ମିଡିଆ ହାଉସ୍‌ର ସିଇଓ ଏନେଇ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ରାଜଧାନୀ ମିଡିଆ ହାଉସ୍‌ ପରିଚାଳିତ ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ଦୈତାରୀ ୧୫ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ନେଇଥିଲେ । ୨୦୨୨-୨୩ ଗୋଟିଏ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ହେଲେ ଦୈତାରୀ ଏହି ଚୁକ୍ତି ଭଙ୍ଗ କରିଛନ୍ତି । ସେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପୋଲିସ୍‌ ଥାନାରେ ଦାଏର୍‌ ହୋଇଥିବା ଏଫ୍‌ଆଇଆର୍‌ କପିରୁ ଜଣାପଡ଼ିଛି ।

   Related Posts