Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

୩୦ଲକ୍ଷର ଡିଲ୍‌, ୧୫ ଲକ୍ଷ ଆଡ୍‌ଭାନ୍ସ : ଦସ୍ତଖତ କରି ମିଛ କହୁଛନ୍ତି ଦୈତାରୀ

7/07/2022 at 12:21 PM

ବାଲେଶ୍ୱର ୦୬।୦୭ : ଅଭିନେତା ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ଅଭିଯୋଗ । ଥାନାରେ ଏତଲା ଦାଏର ଦେଇଛନ୍ତି ଜଣେ ନିର୍ଦ୍ଧିଷ୍ଟ ଯାତ୍ରା ପାର୍ଟିର ସିଇଓ । ଦୈତାରୀ ପଣ୍ଡା ଯାତ୍ରାପାର୍ଟି ଲାଗି ଅଭିନୟ କରିବା ପାଇଁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିବା ବେଳେ ଏବେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଛି । ରାଜଧାନୀର ଏକ ଯାତ୍ରାପାର୍ଟିର ସିଇଓ ଏନେଇ ଅଭିଯୋଗ ଆଣିଛନ୍ତି ।

ଖବର ଅନୁଯାୟୀ, ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ୨ ବର୍ଷ ଲାଗି ଦୈତାରୀ ପଣ୍ଡାଙ୍କ ୩୦ ଲକ୍ଷର ଚୁକ୍ତି ହୋଇଥିଲେ । ସେ ୧୫ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ମଧ୍ୟରେ ନେଇଥିଲେ । ୨୦୨୨-୨୪ ଦୁଇ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ହେଲେ ଦୈତାରୀ ଏହି ଚୁକ୍ତି ଭଙ୍ଗ କରିଛନ୍ତି । ସେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପୋଲିସ୍‌ ଥାନାରେ ଅଭିଯୋଗ ହୋଇଛି ।

   Related Posts