oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ନୂଆବର୍ଷରୁ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଜାଣନ୍ତୁ

23/12/2021 at 10:56 PM

ଭୁବନେଶ୍ୱର ୨୩/୧୨ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଚଳନ ଆମ ଜୀବନ ଶୈଳୀରେ ବହୁତ ମହତ୍ୱ ରଖେ । ଗ୍ରହ ନକ୍ଷତ୍ର ଚଳନଦ୍ୱାରା ୧୨ଟି ରାଶିରେ ଏହାର ପ୍ରଭାବ ପଡ଼ିଥାଏ। ଆସନ୍ତା ନୂଆ ବର୍ଷରୁ କିଛି ଗ୍ରହ ତାଙ୍କର ଗତି ପରିବର୍ତ୍ତନ କରିବେ। ଏହି ଗତି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଖୁସିର ମୁହୁର୍ତ୍ତ ଆଣିବ। ଏହା କିଛି ରାଶିଙ୍କ ପାଇଁ ଶୁଭ ହେଉଥିବା ବେଳେ ଅନ୍ୟକିଛି ରାଶି ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଆସନ୍ତା ନୂଆ ବର୍ଷରୁ କେଉଁ ରାଶିର ବ୍ୟକ୍ତିମାନେ ବିଳାସ ବ୍ୟସନରେ ତାଙ୍କର ଜୀବନ ବିତାଇବା ସହ ଖୁସିରେ ତାଙ୍କ ସମୟ ଅତବାହିତ କରିବେ।

ବୃଷ ରାଶି :- କାମ ପ୍ରତି ଉତ୍ସାହ ବଢ଼ିବ। ଧାର୍ମିକ କାମରେ ମନୋନିବେଶ କରିବେ। ମାଆଙ୍କ ସହଯୋଗ ମିଳିବ। ନୂଆବର୍ଷରେ ଆପଣଙ୍କୁ ଭଲ ଚାକିରି ମଧ୍ୟ ମିଳିପାରେ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି ।

କନ୍ୟା ରାଶି :- ବ୍ୟବସାୟରେ ପରିବର୍ତ୍ତନ ସମ୍ଭାବନା ରହିଛି। ଭାଇ ମାନଙ୍କ ସହଯୋଗ ମିଳିବ। ଘରେ ବା ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ। ଉପହାର ମିଳିବାର ସମ୍ଭାବନା ରହିଛି। ଯାନ ବାହନ ସହ ସୁଖ ଶାନ୍ତି ମିଳିବ। ଚାକିରିରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ।

ତୁଳା ରାଶି :- ପୁରା ଆତ୍ମବିଶ୍ୱାସ ସହିତ ବଞ୍ଚିବେ। ଘର ଓ ପରିବାରରେ ସୁଖ ସମୃଦ୍ଧି ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନର ସମ୍ଭବ । ଲାଭ ବଢ଼ିବାର ସମ୍ଭାବନା ରହିଛି। ଚାକିରିରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ। ଏହା ସହ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ପାଇଁ ବହୁତ ଭଲ ହେବ।

   Related Posts