୨୦୨୧-୨୨ ମଧ୍ୟରେ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି ପଡିଛି : ଅର୍ଥମନ୍ତ୍ରୀ

Published By : Prameya-News7 Bureau | July 04, 2022 IST

ଭୁବନେଶ୍ବର ୪: ୨୦୨୧-୨୨ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ପଦବୀ ଖାଲି ପଡ଼ିଛି । ଗ୍ରୁପ ଏ’ର ୧୨୩୩୭ ପଦବୀ, ଗ୍ରୁପ ବି’ର ୪୫୫୯୬୯, ଗ୍ରୁପ ସି’ରେ ୧୧୩୫୩୬, ଗ୍ରୁପ ଡି'ରେ ୩୫୦୯୮, ଗ୍ରୁପ ଡି+'ରେ ୨୦୬୯୪୦ ପଦବୀ ଖାଲି ଅଛି ।

ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ ହେବା ପରଠାରୁ ୧୯୯୯-୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ୫ ଶହ ୧୩ଟି ମୂଳ ପଦବୀ ଖାଲି ପଡ଼ିଛି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଉତ୍ତର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.