ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୨୦୨୧-୨୨ ମଧ୍ୟରେ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି ପଡିଛି : ଅର୍ଥମନ୍ତ୍ରୀ

4/07/2022 at 5:43 PM

ଭୁବନେଶ୍ବର ୪: ୨୦୨୧-୨୨ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ପଦବୀ ଖାଲି ପଡ଼ିଛି । ଗ୍ରୁପ ଏ’ର ୧୨୩୩୭ ପଦବୀ, ଗ୍ରୁପ ବି’ର ୪୫୫୯୬୯, ଗ୍ରୁପ ସି’ରେ ୧୧୩୫୩୬, ଗ୍ରୁପ ଡି’ରେ ୩୫୦୯୮, ଗ୍ରୁପ ଡି+’ରେ ୨୦୬୯୪୦ ପଦବୀ ଖାଲି ଅଛି ।

ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ ହେବା ପରଠାରୁ ୧୯୯୯-୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ୫ ଶହ ୧୩ଟି ମୂଳ ପଦବୀ ଖାଲି ପଡ଼ିଛି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଉତ୍ତର ରଖିଛନ୍ତି ।

   Related Posts