scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫିଲ୍ମ ଷ୍ଟାଇଲରେ ମଲ୍‌ ସାମ୍ନାରୁ ଯୁବକଙ୍କୁ ଉଠାଇନେଲେ, ଅପହରଣ ନେଇ ଥାନାରେ ଅଭିଯୋଗ

17/10/2023 at 10:07 PM

ଭୁବନେଶ୍ବର: ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଅପହରଣ। କାର୍‌ରେ ଆସି ମଲ୍‌ ସାମ୍ନାରେ ଛିଡ଼ା ହୋଇଥିବା ଯୁବକଙ୍କୁ ଉଠାଇନେଲେ ଦୁର୍ବୁତ୍ତ। ଘଟଣା ଘଟିଛି ରସୁଲଗଡ଼ ଏସପ୍ଲାନେଡ ମଲ୍‌ ସାମ୍ନାରେ। ଅପହରଣ ନେଇ ସହିଦନଗର ଥାନାରେ ଅଭିଯୋଗ କଲେ ପରିବାର ଲୋକେ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ କଳା କାରରେ ୪ ଯୁବକ ଉଠାଇନେଇଛନ୍ତି। ସେପଟେ ଅପହରଣ ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅପହରଣ ହୋଇଥିବା ଯୁବକଙ୍କ ନାଁ ପ୍ରିୟବ୍ରତ ସାହୁ ଏବଂ ତାଙ୍କ ଘର ଆନନ୍ଦପୁରର ବେଲବାହାଳିରେ ବୋଲି ଜଣାପଡ଼ିଛି।

Updating…

ଆହୁରି ପଢ଼ନ୍ତୁ: ଅପହରଣ ପରେ ହତ୍ୟା, ଦୁଇ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ

   Related Posts