ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ସାଧାରଣ ବ୍ୟକ୍ତିଙ୍କ ଭଳି ଭୋଜନ କରନ୍ତି ଏହି କୋଟିପତି କଳାକାର

1/10/2019 at 2:34 PM

ପ୍ରାୟତଃ ବଲିଉଡ କଳାକାରମାନେ ଦାମି ହୋଟେଲ ବା ନିଜ ଶାନଦାର ଡାଇନିଂ ଟେବୁଲରେ ବସି ଭୋଜନ କରନ୍ତି। ହେଲେ ଏମିତି ଅନେକ କଳାକାର ଅଛନ୍ତି ଯିଏ ସାଧାରଣ ବ୍ୟକ୍ତିଙ୍କ ଭଳି ଭୋଜନ କରନ୍ତି। କେଉଁ କଳାକାର ଖୁବ ସାଧାରଣ ଭାବେ ଭୋଜନ କରନ୍ତି ଜାଣନ୍ତୁ।

୧- ବଲିଉଡ ଅଭିନେତା ଅଭିନବ ଶୁକ୍ଳା ନିଜ ଗାଁରେ ଗ୍ରାମବାସୀଙ୍କ ସହ ବସି ଭୋଜନ କରନ୍ତି।  

୨- ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଓ ଅମୃତା ସିଂହ ସାଧାରଣ ମଣିଷ ଭଳି ତଳେ ବସି ଭୋଜନ କରୁଥିବାର ଗୋଟେ ଫଟୋ ସାମ୍ନାକୁ ଆସିଛି।

୩- ରଣବୀର କପୁର ଓ ଦୀପିକା ପାଦୁକୋନ୍‌ ଓ ଇମ୍‌ତିଆଜ ଅଲ୍ଲୀ ଟ୍ରେନରେ ଖୁବ ସାଧାରଣ ଲୋକଙ୍କ ଭଳି ଭୋଜନ କରୁଥିବାର ଗୋଟେ ଫଟୋ ଦେଖିବାକୁ ମିଳିଛି।

୪- ଆମୀର ଖାନ ଖୁବ ଆନନ୍ଦ ନେଇ ଲିଟି ଚୋଖା ଖାଉଥିବାର ଗୋଟେ ଫଟୋ ସାମ୍ନାକୁ ଆସିଛି।

୫- ଏହି ଫଟୋରେ କରୀନା କପୁର ଓ ଆମୀର ଖାନ ତଳେ ବସି ଭୋଜନ କରୁଥିବାର ଦେଖାଯାଇଛି।

   Related Posts