oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହକି ମହାସମର : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା, ଟିମ୍ ଇଣ୍ଡିଆର ଅଲମ୍ପିକ୍ସ ଯୋଗ୍ୟତା ହାସଲ

15/06/2019 at 10:05 AM

ଭୁବନେଶ୍ବର ୧୫|୬:   ଏଫଆଇଏଚ ସିରିଜ ଫାଇନାଲ୍ସର ଫାଇନାଲରେ ଆଜି ଦକ୍ଷିଣ ଆଫ୍ରିକା ବନାମ ଭାରତ ଲଢ଼େଇ । ଉଭୟ ଦଳ ଶୁକ୍ରବାରର  ସେମିଫାଇନାଲ୍  ଜିତି ଫାଇନାଲ୍ ରେ ପହଞ୍ଚିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ସେମିଫାଇନାଲ୍ ରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲ୍ ରେ ଆମେରିକାକୁ ପରାସ୍ତ କରିଥିଲା ବେଳେ ଭାରତ ୭-୨ ଗୋଲ୍ ରେ ଜାପାନ୍ କୁ ମାତ୍ ଦେଇଥିଲା ।

   Related Posts