ରିଲିଜ୍‌ ହେଲା ଫିଲ୍ମ ‘ଫାଇଟର’ ଟିଜର, ପାଇଲଟ୍‌ ଭୂମିକାରେ ନଜର ଆସିଲେ ହ୍ରିତିକ୍‌-ଦୀପିକା ଏବଂ ଅନୀଲ କପୁର

ମୁମ୍ଵାଇ ୧୬।୦୮: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର୍’ର ଟିଜର ରିଲିଜ୍ ହୋଇଛି । ଏହି ଟିଜରରେ ଲିଡ୍‌ ରୋଲ୍‌ ଥିବା ଷ୍ଟାରକାଷ୍ଟଙ୍କର ଲୁକ୍‌ ରିଭିଲ୍‌ କରାଯାଇଛି। ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଦୀପିକା ପାଦୁକୋନ୍, ହ୍ରିତିକ୍‌, ଅନୀଲ କପୁର। ସମସ୍ତେ ପାଇଲଟଙ୍କ ଲୁକରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି। ‘ପାଇଟର’ରେ ଏହି ତିନୋଟି ଚେହେରା ଏତେ ଜବରଦସ୍ତ ରହିଛି ଯେ  ଏହାକୁ ଦେଖି ପ୍ରଶଂସକମାନେ ପ୍ରଶଂସା କରିବାରେ ଲାଗିଛନ୍ତି। ଏହି କିଛି ମିନିଟରୁ ହ୍ରିତିକ ରୋଶନଙ୍କୁ ପ୍ରଥମେ ଟିଜର … Continue reading ରିଲିଜ୍‌ ହେଲା ଫିଲ୍ମ ‘ଫାଇଟର’ ଟିଜର, ପାଇଲଟ୍‌ ଭୂମିକାରେ ନଜର ଆସିଲେ ହ୍ରିତିକ୍‌-ଦୀପିକା ଏବଂ ଅନୀଲ କପୁର