oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଫିଫା ବିଶ୍ୱକପରେ ପ୍ରଥମ ଦଳ ଭାବେ ଆୟେ।ଜକ ରୁଷିଆ ନକ ଆଉଟରେ ପ୍ରବେଶ

20/06/2018 at 5:22 AM

ଫିଫା ବିଶ୍ୱକପରେ ପ୍ରଥମ ଦଳ ଭାବେ ଆୟେ।ଜକ ରୁଷିଆ ନକ ଆଉଟରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ସାଉଦି ଆରବକୁ ୫-୦ ଗେ।ଲରେ ହରାଇଥିବା ରୁଷିଆ ଦ୍ୱିତୀୟ ମୁକ।ବିଲାରେ ଇଜିପ୍ଟକୁ ୩-୧ ଗେ।ଲରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛି । ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥିଲା । ଆୟେ।ଜକ ଦଳ ବିଜୟ ଜାରି ରଖିବା ପାଇଁ ପ୍ରୟାସ କରିଥିଲା । ଅନ୍ୟପଟେ ଇଜପ୍ଟ ପାଇଁ ବିଜୟ ଜରୁରୀ ଥିଲା । ତେଣୁ ଦଳ ପ୍ରଥମ ମିନିଟରୁ ସବୁ ଶକ୍ତି ଲଗାଇ ଦେଇଥିଲେ । ଷ୍ଟାର ଖେଳାଳି ମହମ୍ମଦ ସଲାହ ଖେଳୁଥିବାର ଦଳର ଉତ୍ସାହ ମଧ୍ୟ ଦୁଇ ଗୁଣା ରହିଥିଲା ।
ସେହିପରି ଅନ୍ୟ ଏକ ମ୍ୟାଚ୍ ରେ ଜାପାନଠୁ ହାରିଛି କଲମ୍ବିଆ । ୨-୧ ଗେ।ଲରେ ଜାପାନଠୁ ପରାଜୟ ହେ।ଇଛି କଲମ୍ବିଆ । ଜାପାନର ମିଡ ଫିଲ୍ଡର ସିଞ୍ଜି କାଗାୱା ପେନାଲ୍ଟିକୁ ଗେ।ଲରେ ପରିଣତ କରିଥିଲେ । ଜାପାନ ଅଗ୍ରଣୀ ହାସଲ କରିନେଇଥିଲେ । କେ।ଚ୍ ନିଶିନେ।ଙ୍କ ‘ମିରର ଗେମ’ କୌଶଳ ଦର୍ଶକଙ୍କୁ ରେ।ମାଞ୍ଚିତ କରିଥିଲା ।

   Related Posts