oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇଏଏସ୍‌ ସ୍ତରରେ ଅଦଳବଦଳ, ନିରଞ୍ଜନ ସାହୁ ସମ୍ବଲପୁର ଡିଭିଜନର RDC

27/12/2019 at 2:04 PM

ଭୁବନେଶ୍ବର ୨୭।୧୨: ରାଜ୍ୟ ସରକାର ଆଇଏଏସ୍‌  ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ୍‌  ଅଫିସର ନିରଞ୍ଜନ ସାହୁଙ୍କୁ ସମ୍ବଲପୁର ଡିଭିଜନର ଆର୍‌ଡିସି । ୨୦୦୪ ବ୍ୟାଚର ଆଇଏଏସ୍‌  ପ୍ରଶାନ୍ତ କୁମାର ସେନାପତିଙ୍କୁ SC/ST/OBCର ଅଧ୍ୟକ୍ଷ ଭାବେ ନିଯୁକ୍ତ । ୨୦୦୭  ବ୍ୟାଚର ଆଇଏଏସ୍‌  ସୁଶାନ୍ତ କୁମାର ମହାପାତ୍ରଙ୍କୁ  ଭୂସମ୍ପତ୍ତିର ନିର୍ଦ୍ଦେଶକ ଭାବେ ଦାୟିତ୍ବ । ୨୦୦୯ ବ୍ୟାଚର ଆଇଏଏସ୍‌ ଭି ବିଜୟ କୁମାରଙ୍କୁ ଆୟୁଷ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ  । ୨୦୦୯ ବ୍ୟାଚର ଆଇଏଏସ୍‌  ଏନ୍. ତିରୁମାଲା ନାଏକ ଶ୍ରମ କମିଶନର ଭାବେ ଦାୟିତ୍ବ । ସେହିପରି ୨୦୧୫ ବ୍ୟାଚର ଆଇଏଏସ୍‌  ଏ.ଏସ୍ ନରଭାନେ ରାଉରକେଲାର ନୂତନ ଏଡିଏମ ତଥା ରାଉରକେଲା ଡେଭେଲପମେଣ୍ଟର ଅର୍ଥରିଟିର  ଉପସଭାଧ୍ୟକ୍ଷ ଭାବେ ଦାୟିତ୍ବ ଭାର ଦେଇଛନ୍ତି ରାଜ୍ୟ ସରକାର ।

   Related Posts