Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ମାଈ ହାତୀର ମୃତ୍ୟୁ : ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ

28/10/2019 at 10:31 AM

ସୁନ୍ଦରଗଡ଼ ୨୮/୧୦: ବଣାଇରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ବଣାଇ ବାଖରତୋଲା ଗାଁ ନିକଟ ଜଙ୍ଗଲରୁ ଠାବ ହୋଇଛି ହାତୀର ମୃତଦେହ । ସୁନ୍ଦରଗଡ ଜିଲ୍ଲା ରାଉରକେଲା ଡିଭିଜନ ବାଙ୍କୀ ରେଞ୍ଜରେ ଏହି ହାତୀର ମୃତ୍ୟୁ ହୋଇଛି ।

ବିଦ୍ୟୁତ ଆଘାତରେ ହାତୀର ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ହାତୀକୁ ଜଙ୍ଗଲରେ ହାତୀପଲ ଜଗି ରହିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଛାନଭିନ୍ ଚଳାଇଛି ।  

   Related Posts