scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡ୍ୟୁଟି ବେଳେ ଟଳି ପଡ଼ିଲେ ମହିଳା ଏଏସଆଇ

1/10/2023 at 10:42 PM

ରାଉରକେଲା: ଏମିତିବି ଆସେ ମୃତ୍ୟୁ। ଡ୍ୟୁଟି ବେଳେ ଟଳି ପଡ଼ିଲେ ମହିଳା ଏଏସଆଇ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବିର୍ଜାପାଲି ନିକଟରେ। ମୃତ ଏଏସଆଇଙ୍କ ନାମ ଏ.ଏନ.ଲୁଗୁନ।

ସୂଚନା ଅନୁଯାୟୀ, ବିର୍ଜାପାଲି ନିକଟରେ ବସ୍ ଅଟକାଇ କିଛି ଲୋକ ଗଣ୍ଡଗୋଳ କରୁଥିଲେ। ଆଉ ଏଠାରେ ପହଞ୍ଚି ମହିଳା ଗଣ୍ଡଗୋଳକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ହଠାତ୍ ASI ଜଣକ ତଳେ ପଡ଼ିଯାଇଥିଲା। ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଉଦିତ ନଗର ପୋଲିସ ତଦନ୍ତ ଆରମ୍ଭ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ହାତୀ ଆକ୍ରମଣରେ ଯୁବକ ଗୁରୁତର, ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ

   Related Posts