oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ବାପା ଓ ସାନପୁଅଙ୍କ ଆକ୍ରମଣରେ ବଡ଼ପୁଅ ମୃତ

11/08/2022 at 5:00 PM

ବୌଦ୍ଧ ୧୦/୦୮: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ପରିବାର ସମ୍ପର୍କରେ  ଲାଗିଛି କଳଙ୍କ। ବାପା-ପୁଅ ମିଶି ବଡ଼ଭାଇକୁ ହତ୍ୟାକରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଅଭିଯୁକ୍ତ ବଜାରରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ହତ୍ୟାକାଣ୍ଡ ଘଟାଇଛନ୍ତି। ମୃତକଙ୍କ ପରିଚୟ ଯୁବରାଜପୁର ଗାଁର ଝରିଆ ବାରିକ। ଅଭିଯୁକ୍ତଙ୍କ ପରିଚୟ ସୁବାଷ ବାରିକ ଓ ତାଙ୍କ ପୁଅ ଅଶିତ ବାରିକ। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ସରସରା ପାଖରୁ ପୁରୁଣା କଟକ ପୋଲିସ କାବୁ କରିଛି।

   Related Posts