oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମାଆର ଅନୁପସ୍ଥିତିର ସୁଯୋଗନେଇ ବାପା କଲା ନାବାଳିକା ଝିଅକୁ ଦୁଷ୍କର୍ମ

31/01/2019 at 8:41 PM

ପାଟଣା ୩୧/୧- ବାପା କଲା ପାପ । ନିଜ ଜନ୍ମକଲା ଝିଅକୁ ସ୍ତ୍ରୀର ଅନୁପସ୍ଥିତି ନେଇ କଲା ଦୁଷ୍କର୍ମ ।

ଏହିଭଳି ଘଟଣା ଘଟିଛି ପାଟଣା ଦାନାପୁର ଅଂଚଳରେ ।  ଜଣେ ନାବାଳିକା ଝିଅକୁ ବାପା ଦୁଷ୍କର୍ମ କରିବା ଅଭିଯୋଗରେ ଦାନାପୁର ପୋଲିସ କରିଛି ଗିରଫ ।

ଅଭିଯୁକ୍ତ ବାପ ଝିଅକୁ ଏହା ପୂର୍ବରୁ ଅନେକଥର ଦୁଷ୍କର୍ମ କରିଥିବା କଥା ଅଭିଯୋଗ କରିଥିଲା । ନାବାଳିକାର ମାଆ ଅନ୍ୟଘରେ କାମଧନ୍ଦା କରିବାକୁ ଯାଉଥିଲା ।  ଏହି ସୁଯୋଗରେ ନାବାଳିକାଙ୍କୁ ତାଙ୍କ ବାପା ଅବୈଧ ସଂପର୍କ ରଖିବା ସହ ମଧ୍ୟ ଧମକାଉଥିଲେ । ଏହି କଥା କାହାକୁ କହିଲେ ବିଷଦେଇ ମାରିଦେବା କଥା କହି ଡ଼ରାଇ ରଖୁଥିଲେ ।

୧୪ ବର୍ଷ ବୟସ୍କ  ଏହି ନାବାଳିକା ତା ବାପାଙ୍କ ଭୟରେ କାହାରିକୁ କିଛି କହୁ ନଥିଲା । କିନ୍ତୁ ଦିନକୁଦିନ ଏହି ଘଟଣା ଅସହ୍ୟ ହେବାରୁ ତା ମାଆଙ୍କୁ ସବୁ ବିଷୟରେ କହିଥିଲା । କିନ୍ତୁ ନାବାଳିକାଙ୍କ ବାପା ଓଲଟି ଧମକାଇଥିଲେ । ମାଆ-ଝିଅଙ୍କୁ ଜୀବନରୁ ମାରିଦେବାକୁ କହିଥିଲେ ।

ଶେଷରେ ନାବାଳିକାଙ୍କ ମାଆ ଥାନାରେ ଏତାଲା ଦେଲା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକାଙ୍କୁ ଡ଼ାକ୍ତରୀମାଇନା ପାଇଁ ପଠାଇ ଦିଆଯାଇଛି ।

   Related Posts