ପୁଅକୁ ପିଟି ପିଟି ମାରି ଦେଲା ବାପ

Published By : Prameya-News7 Bureau | October 28, 2019 IST

ସାନଖେମୁଣ୍ଡି - ସାନଖେମୁ୍ଣ୍ଡିର କେରିକେରି ଝୋଳା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳି ଯୋଗୁଁ ପୁଅକୁ ବାପ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ମୃତକଙ୍କ ନାମ ପିଣ୍ଟୁ ଗୌଡ ପୁଲିସ ହତ୍ୟାକାରୀ ବାପ ଶିବ ଗୌଡକୁ ଥାନାରେ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.