ଝିଅର ତଣ୍ଟି କାଟି ହତ୍ୟା କଲା ବାପା
31/05/2018 at 5:57 AM

ନୃଶଂସତାର ସବୁ ସୀମା ଟପିଲା ବାପା । ୧୦ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କଲା ବାପା । ବାରିପଦା ସଦରଥାନା ଅନ୍ତର୍ଗତ ଗୋବର୍ଦ୍ଧନତୋଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ନାବାଳିକା ଫୁଲସରି ଦେହୁରୀ । ଅଭିଯୁକ୍ତ ବାପା ସନିଆ ଦେହୁରୀକୁ ଗିରଫ କଲା ପେ।ଲିସ । ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ଚଳାଇଛି ଛାନଭିନ୍ । ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃତ ଛୁରୀ ଓ ଦା’ ଉଦ୍ଧାର କରାଯାଇଛି ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023