scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜ୍ଵାଇଁକୁ ହତ୍ୟା କରିବା ପାଇଁ ଖାସି ସୁପାରୀ ଦେଲା ନିଜେ ଶ୍ଵଶୁର ।

28/08/2018 at 8:16 AM

ଭୁବନେଶ୍ଵର;୨୮/୦୮-ଜ୍ଵାଇଁକୁ ହତ୍ୟା କରିବା ପାଇଁ ଖାସି ସୁପାରୀ । ସୁପାରୀ ଦେଇଥିଲା ନିଜେ ଶ୍ବଶୁର । ହତ୍ୟା କରିବା ପରେ ପାହାଡ ଖୋଲରେ ପୋତି ଦେଇଥିଲେ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ମରସୁଆଁ ଗାଁରେ ଅଭାବନୀୟ ଘଟଣା । ମୃତ ସୁଣ୍ଡରା ଗାଁର ନିର୍ମଳ ଦେହୁରୀ ଘର ଜ୍ଵାଇଁ ଭାବେ ଶ୍ବଶୁର ଘର ମରସୁଆଁରେ ରହୁଥିଲା । ଗତ ୧୧ତାରିଖରୁ ସେ ନିଖୋଜ ଥିଲେ । ଗତକାଲି ରାତିରେ ପାହାଡ ଖୋଲରୁ ତାଙ୍କର କଙ୍କାଳ ଉଦ୍ଧାର ହୋଇଥିଲା । ଏହି ଘଟମାରେ ପୋଲିସ ଶ୍ଵଶୁର ସମେତ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଜ୍ଵାଇଁ ପ୍ରତିଦିନ ମଦ ପିଇ ମାରପିଟ୍ ଓ ଝଗଡା କରୁଥିଲା । ଏଥିରେ ଅତିଷ୍ଠ ହୋଇ ଶ୍ବଶୁର ଜ୍ଵାଇଁକୁ ହତ୍ୟା କରିବାକୁ ସୁପାରୀ

   Related Posts