ପୁଅର ଖଣ୍ଡା ଚୋଟରେ ବାପାର ମୃତ୍ୟୁ
25/01/2023 at 11:00 PM

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସୁନ୍ଦରପୁର ଗ୍ରାମରେ ଅଭାବନୀୟ ଘଟଣା। ପୁଅର ଖଣ୍ଡା ଚୋଟରେ ବାପାର ମୃତ୍ୟୁ। ମୃତକ ଜଣଂକ ହେଲେ ସୁନ୍ଦରପୁର ମଠସାହି ରେ ପାଣ୍ଡବ ମହାଙ୍କୁଡ଼। ଘଟଣା ସ୍ଥଳରେ ଛତ୍ରପୁର ପୋଲିସ ପହଁଚି ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ କାବୁ କରିଛି ପୁଲିସ। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ। ବାପା ପାଣ୍ଡବ ମହାଙ୍କୁଡ ଘରେ ଶୋଇଥିବା ବେଳେ ପୁଅ ଖଣ୍ଡାରେ ଅପରାହ୍ନ ୨ଟା ବେଳେ ବେକକୁ ହାଣିଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଛି।
Related Posts
ପାରିବାରିକ କଳହର କରୁଣ ପରିଣତି, ନୁରାବତୀକୁ ମାରିଲା ଗୁଡୁ
31 January 2023